ଇମ୍ପାଲ: ମଣିପୁରର ତାମେଙ୍ଗଲଙ୍ଗରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 5.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମଣିପୁରରେ 5.3 ତୀବ୍ରତାର ଭୂମିକମ୍ପ - ଭୂମିକମ୍ପ
ମଣିପୁରର ତାମେଙ୍ଗଲଙ୍ଗରେ ଭୂମିକମ୍ପର ଝଟକା । ଭୂମିକମ୍ପର ତୀବ୍ରତା 5.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...
ମଣିପୁରରେ 5.3 ତୀବ୍ରତାର ଭୂମିକମ୍ପ
ଶନିବାର ରାତି 11:08 ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।
@ ANI