ଶ୍ରୀନଗର: ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର। ରିକ୍ଟର ସ୍କେଲରେ ତୀବ୍ରତା 4.5 ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ମିଳିଛି। ଭୂକମ୍ପର ଝଟକା ମଧ୍ୟାହ୍ନ 12.02 ସମୟରେ ଅନୁଭୂତ ହୋଇଥିଲା। ଏହାସହ ଜାମ୍ମୁକାଶ୍ମୀର 10 କିଲୋମିଟର ଦୂରରେ କେନ୍ଦ୍ରସ୍ଥଳ ରହିଛି ।
ଭୂକମ୍ପରେ ଥରିଲା ଜାମ୍ମୁକାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.5 - earthquake-of-magnitude-45-jolts
ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର। ରିକ୍ଟର ସ୍କେଲରେ ତୀବ୍ରତା 4.5 ରେକର୍ଡ କରାଯାଇଛି। ଏନେଇ ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ପକ୍ଷରୁ ସୂଚନା ମିଳିଛି।
![ଭୂକମ୍ପରେ ଥରିଲା ଜାମ୍ମୁକାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.5 ଭୂକମ୍ପରେ ଥରିଲା ଜାମ୍ମୁକାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.5](https://etvbharatimages.akamaized.net/etvbharat/prod-images/768-512-8946457-747-8946457-1601112189184.jpg)
ଭୂକମ୍ପରେ ଥରିଲା ଜାମ୍ମୁକାଶ୍ମୀର, ରିକ୍ଟର ସ୍କେଲରେ ତୀବ୍ରତା 4.5
ଏହାପୂର୍ବରୁ, ରିକ୍ଟର ସ୍କେଲରେ 3.7 ମାପ ବିଶିଷ୍ଟ ହାଲୁକା ତୀବ୍ର ଭୂକମ୍ପ ଲଦାଖର ୟୁନିଅନ ଟେରିଟୋରୀରେ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ରିପୋର୍ଟ କରିଛି ଯେ ସକାଳ 2.14ରେ 10 କିଲୋମିଟର ଗଭୀରତାରେ ଏହି କମ୍ପନ ଘଟିଛି।
ଗୁରୁବାର ଜାମ୍ମୁ କାଶ୍ମୀରର ଗୁଲମର୍ଗ ନିକଟରେ କମ୍ ତୀବ୍ରତା ଭୂକମ୍ପ ହୋଇଥିଲା। ଏନସିଏସ୍ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗୁଲମର୍ଗର ଉତ୍ତରରେ 287 କିଲୋମିଟର ଉତ୍ତରରେ 3.7 ତୀବ୍ରତାର ଏହି ଭୂକମ୍ପ ଘଟିଛି।
Last Updated : Sep 26, 2020, 4:45 PM IST