ଗ୍ୟାଙ୍ଗଟକ୍: ଆଜି ସକାଳେ ସିକିମ୍ରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା 4.8 ରହିଛି । ସିକିମ୍ର ୟୁକସମ ଅଞ୍ଚଳରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି (ଏନସିଏସ) ପକ୍ଷରୁ ସୂଚନା ଦିଆଯାଇଛି ।
ସିକିମରେ ଭୂମିକମ୍ପ - ଭୂମିକମ୍ପର ଝଟକା
ସିକିମ୍ରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 4.8 । ଅଧିକ ପଢନ୍ତୁ...

ସିକିମରେ ଭୂମିକମ୍ପ
ସୂଚନା ଅନୁସାରେ, ସକାଳ 10.36 ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।
@ANI