ପାଲଗାମ: ଭୂକମ୍ପରେ ଥରିଲା ଜମ୍ମୁକାଶ୍ମୀରର ପାହାଲଗାମ । ରିକ୍ଟର ସ୍କେଲରେ ତୀବ୍ରତା 4.1 ରେକର୍ଡ । ଭୂକମ୍ପର ଝଟକା ପାହାଲଗାମରେ ଶନିବାର ଅନୁଭୂତ ହୋଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ପାହାଲଗାମ - Earthquake of magnitude 4.1
ଭୂକମ୍ପରେ ଥରିଲା ପାହାଲଗାମ । ରିକ୍ଟର ସ୍କେଲରେ ତୀବ୍ରତା 4.1 ରେକର୍ଡ । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି । ଅଧିକ ଖବର ପଢନ୍ତୁ...

ଭୂକମ୍ପରେ ଥରିଲା ପାଲଗାମ
ଭୂକମ୍ପରେ କ୍ଷୟକ୍ଷତିର କୌଣସି ସୂଚନା ମିଳିନଥିବା ବେଳେ ସ୍ଥାନୀୟରେ ଭୟର ବାତାବରଣ ଖେଳିଯାଇଛି । ତେବେ ଝଟକା ପାଖାପାଖି ସକାଳ ପ୍ରାୟ 4.29 ମିନିଟରେ ଲାଗିଥିଲା । ଅଧିକ ଖବର ପାଇଁ ଅପେକ୍ଷା କରାଯାଇଛି ।
Last Updated : Nov 7, 2020, 7:55 AM IST