ଶିମଲା: ହିମାଚଳ ପ୍ରଦେଶର ଲାହଲ ଓ ସ୍ପିଟିରେ ଶୁକ୍ରବାର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 3.3 ରହିଥିବା ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 3.3 - Earthquake in himachal pradesh
ହିମାଚଳ ପ୍ରଦେଶର ଲାହଲ ଓ ସ୍ପିଟିରେ ଭୂମିକମ୍ପର ଝଟକା ଅନୁଭୂତ। ରିକ୍ଟର ସ୍କେଲରେ ତୀବ୍ରତା 3.3 । ଅଧିକ ପଢନ୍ତୁ....

ଭୂକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା 3.3
ବିଳମ୍ବିତ ରାତି 02:43 ମିନିଟରେ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ତେବେ ଏହା ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି ।
@ ANI