ଓଡିଶା

odisha

By

Published : Feb 29, 2020, 9:47 AM IST

ETV Bharat / bharat

ଭୂୃ-କମ୍ପରେ ଥରିଲା ହିମାଚଳପ୍ରଦେଶ

ଭୂ-କମ୍ପରେ ଥରିଲା ହିମାଚଳ ପ୍ରଦେଶ । ହିମାଚଳପ୍ରଦେଶର ଚମ୍ପା ଅଞ୍ଚଳରେ ଅନୁଭୂତ ହୋଇଛି ଭୂ-କମ୍ପ । ଅଧିକ ପଢନ୍ତୁ...

ଭୂୃ-କମ୍ପରେ ଥରିଲା ହିମାଚଳପ୍ରଦେଶ
ଭୂୃ-କମ୍ପରେ ଥରିଲା ହିମାଚଳପ୍ରଦେଶ

ସିମଲା: ହିମାଚଳ ପ୍ରଦେଶରେ ଭୂ-କମ୍ପ ଝଟକା । ଭୂ-କମ୍ପର ତ୍ରୀବତା ରିକ୍ଟର ସେଲ 3.2 ରହିଛି । ହିମାଚଳପ୍ରଦେଶର ଚମ୍ପା ଅଞ୍ଚଳରେ ଭୂ-କମ୍ପ ହୋଇଥିବା ସୂଚନା । ସେପଟେ, ଭୂ-କମ୍ପ ଭୟରେ ସ୍ଥାନୀୟ ଲୋକେ ଘର ବାହାରକୁ ଚାଲିଯାଇଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

ସୌଜନ୍ୟ @ANI

ABOUT THE AUTHOR

...view details