ଇଟାନଗର: ଅରୁଣାଚଳପ୍ରଦେଶର ପଶ୍ଚିମ କାମେଙ୍ଗାରେ ମୃଦୁ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.3 ଆକଳନ ହୋଇଥିବା ନ୍ୟାସନାଲ ସେସ୍ମୋଲୋଜି ପକ୍ଷରୁ ସୂଚନା ମିଳିଛି।
ଅରୁଣାଚଳ ପ୍ରଦେଶରେ ମୃଦୁ ଭୂକମ୍ପ ଝଟକା, ତୀବ୍ରତା 2.3 ରେକର୍ଡ - 2.3 hits Arunachal's West Kameng
ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗାରେ ମୃଦୁ ଭୂକମ୍ପ ଝଟକା। ରିକ୍ଟର ସ୍କେଲରେ ଏହାର ତୀବ୍ରତା 2.3 ରେର୍କଡ ହୋଇଛି। ଅଧିକ ପଢନ୍ତୁ...

ଅରୁଣାଚଳପ୍ରଦେଶର ପଶ୍ଚିମ କାମେଙ୍ଗାରେ ଭୂକମ୍ପ ଝଟକା
ସୂଚନାନୁସାରେ ଅନୁଭୂତ ଭୂକମ୍ପର ଗଭୀରତା 5କିଲୋମିଟର ରହିଥିଲା। ତେବେ ଦେଶରେ କିଛି ଦିନ ହେବ ଅନେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଗତକାଲି ଜମ୍ମୁକଶ୍ମୀର ଗୁଲମାର୍ଗ ଓ ପଞ୍ଜାବର ଭାଟିଣ୍ଡାରେ 3.5ତୀବ୍ରତା ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଆସାମର ନାଗାଓଁରେ 3.7ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଲଗାତାର ଭାବରେ ପ୍ରକୃତିର ଏପରି ତାଣ୍ଡବରେ ଲୋକେମାନେ ଭୟଭୀତ ଅଛନ୍ତି।
@ANI