ଚଣ୍ଡିଗଡ: ଥରିଲା ହରିୟାଣା । ହରିୟାଣାର ରୋହତକ ଠାରୁ 15 କିଲୋମିଟର ଦକ୍ଷିଣ ପୂର୍ବରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା 2.1 ।
ହରିୟାଣାରେ ମୃଦୁ ଭୂକମ୍ପ ଝଟକା - ହରିୟାଣାରେ ମୃଦୁ ଭୂକମ୍ପ ଝଟକା
ହରିୟାଣାର ରୋହତକ ଠାରୁ 15 କିଲୋମିଟର ଦକ୍ଷିଣ ପୂର୍ବରେ ଭୂକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ରହିଥିଲା 2.1 ।
![ହରିୟାଣାରେ ମୃଦୁ ଭୂକମ୍ପ ଝଟକା ହରିୟାଣାରେ ମୃଦୁ ଭୂକମ୍ପ ଝଟକା](https://etvbharatimages.akamaized.net/etvbharat/prod-images/768-512-7662200-469-7662200-1592441626078.jpg)
ହରିୟାଣାରେ ମୃଦୁ ଭୂକମ୍ପ ଝଟକା
ସକାଳ ପ୍ରାୟ 4.18ରେ ଭୂକମ୍ପ ଅନୁଭୂତ ହେଉଥିବା ବେଳେ କ୍ଷୟକ୍ଷତିର ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ ।