ଡେରାଡୁନ୍: ମୃଦୁ ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡର ଉତ୍ତରକାଶୀ। ଶନିବାର ସକାଳୁ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା 3.3 ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି।
ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ, ତୀବ୍ରତା 3.3 ରେକର୍ଡ - ମୃଦୁ ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ
ମୃଦୁ ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡର ଉତ୍ତରକାଶୀ। ରିକ୍ଟର ସ୍କେଲରେ ତୀବ୍ରତା 3.3 ରେକର୍ଡ କରାଯାଇଥିବା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସୂଚନା ମିଳିଛି। ଅଧିକ ପଢନ୍ତୁ...
ଭୂକମ୍ପରେ ଥରିଲା ଉତ୍ତରାଖଣ୍ଡ, ତୀବ୍ରତା 3.3 ରେକର୍ଡ
ସୂଚନା ଥାଉକି, ଭୂକମ୍ପର ଗଭୀରତା କେନ୍ଦ୍ରସ୍ଥଳରୁ 15 କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଏହି ଝଟକା 11.27 ରେ ଅନୁଭୂତ ହୋଇଥିଲା। ଭୂକମ୍ପରେ କ୍ଷୟକ୍ଷତିର ସୂଚନା ମିଳିନଥିବା ବେଳେ ସ୍ଥାନୀୟରେ ଭୟର ବାତାବରଣ ଖେଳିଯାଇଛି।