କିନୋରରେ ମୃଦୁ ଭୂକମ୍ପ ଝଟକା
ଚଳିତବର୍ଷ ହିମାଚଳ ପ୍ରଦେଶର କିନୋର ଜିଲ୍ଲାରେ 6ରୁ7ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି। ପୁଣି ଶନିବା ସକାଳେ ମଧ୍ୟ କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି।
kinnaur
ସିମଲା: ହିମାଚଳ ପ୍ରଦେଶର କିନୋର ଜିଲ୍ଲାରେ ମୃଦୁ ଭୂମିକମ୍ପ ଝଟକା । ଶନିବାର ଭୋର 5ଟା30ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତ୍ରୀବତା 2.8 ରହିଛି। ସୂଚନାଥାଉକି ଚଳିତବର୍ଷ ଏହି ଜିଲ୍ଲାରେ ଏଯାଏଁ 6ରୁ7ଥର ଭୂକମ୍ପ ଝଟକା ଅନୁଭୂତ ହେଲାଣି।