ଓଡିଶା

odisha

ETV Bharat / bharat

ପୁଣି ଥରିଲା ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା 2.1

ଦିଲ୍ଲୀରେ ଲଗାତାର ଭାବରେ ଭୂକମ୍ପ ଅନୁଭୂତ ହେଉଛି । ପୁଣିଥରେ ଆଜି ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ରହିଛି 2.1 ।

ପୁଣି ଥରିଲା ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା 2.1
ପୁଣି ଥରିଲା ଦିଲ୍ଲୀ, ରିକ୍ଟର ସ୍କେଲରେ ତୀବ୍ରତା 2.1

By

Published : Jun 8, 2020, 1:50 PM IST

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଭୂକମ୍ପ ଅନୁଭୂତ । ସୋମବାର ଅପରାହ୍ନରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି ।

ରିକ୍ଟର ସ୍କେଲରେ ତୀବ୍ରତା ରହିଛି 2.1 । ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।

ABOUT THE AUTHOR

...view details