ହାଇଦ୍ରାବାଦ: ପୁଣି ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜବତ ହେଲା ବହୁଳ ପରିମାଣରେ ଚୋରା ସୁନା । ରାଜସ୍ବ ଗୁଇନ୍ଦା ବିଭାଗ ଜଣେ ମହିଳା ଚାଲାଣକାରୀଙ୍କ ଠାରୁ 11 କେଜିର ସୁନା ଓ ଦଶ ଲକ୍ଷ ବିଦେଶୀ ମୁଦ୍ରା ଜବତ କରିଛି । ସୁନାର ଆନୁମାନିକ ମୂଲ୍ଯ ପ୍ରାୟ 3 କୋଟି 63 ଲକ୍ଷ 52 ହଜାର 5 ଶହ ଟଙ୍କା ।
ହାଇଦ୍ରାବାଦ ବିମାନବନ୍ଦରରୁ ସୁନା ଜବତ - gold
ରାଜୀବଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ 11କେଜିର ସୁନା ଓ ଦଶ ଲକ୍ଷ ବିଦେଶୀ ମୁଦ୍ରା ଜବତ । ସୁନାର ଆନୁମାନିକ ମୂଲ୍ଯ ପ୍ରାୟ 3କୋଟି 63 ଲକ୍ଷ 52 ହଜାର 5ଶହ ଟଙ୍କା। ରାଜସ୍ବ ଗୁଇନ୍ଦା ବିଭାଗ ଜଣେ ମହିଳା ଚାଲଣକାରୀଙ୍କ ଠାରୁ ଏହି ସୁନା ଜବତ କରିଛି ।
![ହାଇଦ୍ରାବାଦ ବିମାନବନ୍ଦରରୁ ସୁନା ଜବତ](https://etvbharatimages.akamaized.net/etvbharat/prod-images/768-512-3406039-777-3406039-1559060361221.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ,ବ୍ୟୁରୋ
3ମାସ ହେଲା ମହିଳା ରହୁଥିବା ପଞ୍ଚ ତାରକା ହୋଟେଲର ଅଧିକାରୀମାନେ ଯାଞ୍ଚ କରିଥିଲେ । ହୋଟେଲ ରୁମ୍ରୁ 1କୋଟିରୁ ଊର୍ଦ୍ଧ୍ବ ଆମରେକୀୟ ଡଲାର ଜବତ କରିଛି ।