ରାୟପୁର: ଜିଲ୍ଲା ରିଜର୍ଭ ଗାର୍ଡ ଯବାନଙ୍କ ମୃତଦେହ ଉଦ୍ଧାର । ବୁଧବାର ବିଳମ୍ବିତ ରାତିରେ ଅପହରଣ ହୋଇଥିବା ଜିଲ୍ଲା ରିଜର୍ଭ ଗାର୍ଡଙ୍କ ମୃତଦେହ ଛତିଶଗଡ ସୁକୁମା ଜିଲ୍ଲାର ଅରଗାଟା ଗାଁ ନିକଟସ୍ଥ ଡର୍ନାପାଲ ପୋଲିସ ଷ୍ଟେସନ ସୀମାରେ ଉଦ୍ଧାର ହୋଇଛି ।
ଅପହୃତ ଡିଆରଜି ଯବାନଙ୍କ ମୃତଦେହ ଉଦ୍ଧାର - DGR Jawan kidnapped
ବୁଧବାର ବିଳମ୍ବିତ ରାତିରେ ଅପହରଣ ହୋଇଥିବା ଜିଲ୍ଲା ରିଜର୍ଭ ଗାର୍ଡଙ୍କ ମୃତଦେହ ଛତିଶଗଡ ସୁକୁମା ଜିଲ୍ଲାର ଅରଗାଟା ଗାଁ ନିକଟସ୍ଥ ଡର୍ନାପାଲ ପୋଲିସ ଷ୍ଟେସନ ସୀମାରେ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ...

ଅପହରଣ ଡିଆରଜି ଯବାନଙ୍କ ମୃତଦେହ ଉଦ୍ଧାର
ସୁକୁମା ଏସପି ଶାଲାଭ ସିହ୍ନାଙ୍କ ସୂଚନା ଅନୁଯାୟୀ, ଯବାନ ଜଣଙ୍କ ହୋଲି ପାଇଁ ଅରଗାଟା ଗ୍ରାମରେ ଥିବା ତାଙ୍କ ଘରକୁ ଯାଇଥିଲେ । ସେଠାରୁ ତାଙ୍କୁ ନକ୍ସଲମାନେ ଅପହରଣ କରିଥିଲେ । ମାତ୍ର ବୁଧବାର ରାତିରେ ଯବାନଙ୍କ ମୃତଦେହ ଡର୍ନାପାଲ ପୋଲିସ ଷ୍ଟେସନ ସୀମାରୁ ଉଦ୍ଧାର କରାଯାଇଛି । ଏପଟେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ