ନୂଆଦିଲ୍ଲୀ: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍ଡିଓ)ର ଅଧ୍ୟକ୍ଷ ଜି ସତୀଶ୍ ରେଡ୍ଡୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଲେ ଡିଆର୍ଡିଓ ଅଧ୍ୟକ୍ଷ - SATISH REDDY
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା(ଡିଆର୍ଡିଓ)ର ଅଧ୍ୟକ୍ଷ ଜି ସତୀଶ୍ ରେଡ୍ଡୀ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଛନ୍ତି ।

ଫଟୋ ସୌଜନ୍ୟ: ଏଏନ୍ଆଇ
ଏହି ଅବସରରେ ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ଅଧ୍ୟକ୍ଷଙ୍କୁ ମେକ୍ ଇନ ଇଣ୍ଡିଆ ପଦକ୍ଷେପରେ ପ୍ରତିରକ୍ଷା ଓ ଡିଆର୍ଡିଓର ଭୂମିକା ସଂପର୍କରେ ଅବଗତ କରାଇଥିଲେ । ଶ୍ରୀ ସିଂ ଡିଆର୍ଡିଓର ଅଧ୍ୟକ୍ଷଙ୍କୁ ଏକ ଏ-ସାଟ୍ ମିଶାଇଲର ପ୍ରତିକୃତି ଉପହାର ସ୍ବରୂପ ପ୍ରଦାନ କରିଥିଲେ ।
ଭାରତର ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଡିଆର୍ଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି ।