ମୁମ୍ବାଇ: କୋରୋନା ସଂକ୍ରମଣ ଯୋଗୁଁ ସାରା ଦେଶ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲକ ଡାଉନ ରହିଛି । ତେବେ ଆସନ୍ତା କାଲି ଏପ୍ରିଲ 1, ଅର୍ଥାତ ଏପ୍ରିଲ ଫୁଲ । ତେବେ କୋରୋନା ଭାଇରସର ମିଛ ଖବର ପ୍ରଚାର ନକରିବାକୁ କହିଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ।
'କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ ' - କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ
ଏପ୍ରିଲ ଫୁଲ ନାମରେ କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ । ଆଇନ ଅମାନ୍ୟ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ...
କୋରୋନାକୁ ନେଇ ମିଥ୍ୟା ଖବର ପ୍ରଚାର କରନ୍ତୁ ନାହିଁ
କୌଣସି ବି ବ୍ୟକ୍ତି କୋରୋନାକୁ ନେଇ ସୋସିଆଲ ମିଡିଆରେ ମିଥ୍ୟା ଖବର ପ୍ରଚାର କରି ପରେ ଏପ୍ରିଲ ଫୁଲ କରନ୍ତୁ ନାହିଁ । ଯଦି କେହି ଏପରି କରନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଦେଶମୁଖ ।
@ANI
TAGGED:
coronavirus