ନୂଆଦିଲ୍ଲୀ: ଆଜିଠାରୁ 2 ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ନିଜର ବହୁ ପ୍ରତିକ୍ଷିତ ଭାରତ ଯାତ୍ରା ପାଇଁ ସେ ଉଡାଣ ଭରିସାରିଛନ୍ତି । ଆଉ କିଛି ସମୟ ପରେ ସେ ଅହମଦାବାଦ ବିମାନ ବନ୍ଦରରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ମୋଦି ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିବେ ।
ତେବେ ଟ୍ରମ୍ପଙ୍କ ଭାରତ ଯାତ୍ରାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଛି । ଜାଣନ୍ତୁ ଟ୍ରମ୍ପଙ୍କ 2ଦିନିଆ କାର୍ଯ୍ୟସୂଚୀ ସମ୍ବନ୍ଧରେ...