ମୁମ୍ବାଇ: ସାଧ୍ବୀ ପ୍ରଜ୍ଞାଙ୍କୁ ନେଇ ଅପମାନ ଜନିତ ପୋଷ୍ଟ କରି ଗିରଫ ହେଲେ ଡାକ୍ତର । ବିଜେପି ନେତ୍ରୀ ସାଧ୍ବୀ ପ୍ରଜ୍ଞାଙ୍କ ବିରୁଦ୍ଧରେ ଅପମାନ ଜନିତ ପୋଷ୍ଟ କରିଥିଲେ ହୋମିଓପାଥି ଡାକ୍ତର । ମୁମ୍ବାଇ ପୋଲିସ ଗତ ବୁଧବାର ଡାକ୍ତର ସୁନିଲ କୁମାର ନିଷାଦଙ୍କୁ ଗିରଫ କରିଛି ।
ସାଧ୍ବୀ ପ୍ରଜ୍ଞାଙ୍କୁ ଟିପ୍ପଣୀ କରି ଡାକ୍ତର ଗିରଫ - arrest
ବିଜେପି ନେତ୍ରୀ ସାଧ୍ବୀ ପ୍ରଜ୍ଞାଙ୍କୁ ନେଇ ସୋସିଆଲ ମିଡିଆରେ ଅପମାନ ଜନିତ ପୋଷ୍ଟ କରି ହୋମିଓପାଥି ଡାକ୍ତର ଗିରଫ ।

ଫାଇଲ ଫଟୋ
ସୂଚନା ଅନୁଯାୟୀ, ନିସାଦଙ୍କ ପୋଷ୍ଟ ପରେ ବିଜେପି କାର୍ଯ୍ୟକର୍ତ୍ତା ରବିନ୍ଦ୍ର ତିୱାରି ଏନେଇ ଥାନାରେ ଏକ ମାମଲା ରୁଜୁ କରିଥିଲେ । ତେବେ ଅଭିଯୋଗ ଆଧାରରେ ନିସାଦଙ୍କୁ ଗିରଫ କରାଯାଇଥିଲା । :