ହାଇଦ୍ରାବାଦ: ଜୈବ ଇନ୍ଧନର ଉପଯୋଗ ଏବଂ ସଦୂପଯୋଗ କରିବା କ୍ଷେତ୍ରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ପ୍ରଜ ଇଣ୍ଡଷ୍ଟ୍ରିର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଜୈବ ଇନ୍ଧନର ଉପଯୋଗ ପାଇଁ ଆଲୋଚନା - dharmendra pradhan
ଜୈବ ଇନ୍ଧନର ଉପଯୋଗ ଏବଂ ସଦୂପଯୋଗ କରିବା କ୍ଷେତ୍ରରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଏବଂ ପ୍ରଜ ଇଣ୍ଡଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି କେନ୍ଦ୍ର ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ..

ଜୈବ ଇନ୍ଧନର ଉପଯୋଗ ପାଇଁ ଆଲୋଚନା
ଜୈବ ଇନ୍ଧନର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିବା ଏବଂ ଭାରତର ଅର୍ଥନୀତିକୁ ପରବର୍ତ୍ତୀ ଉଚ୍ଚ ସ୍ତରକୁ ନେବା ଉପରେ ଆମର ଏକ ଭଲ ଆଲୋଚନା ହୋଇଥିବା କହିଛନ୍ତି ପ୍ରାକୃତିକ ବାଷ୍ପ ଓ ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ