ଓଡିଶା

odisha

ଧର୍ମେନ୍ଦ୍ର ଦେଲେ ସବୁଜ ସଙ୍କେତ, କମିପାରେ ଏଲପିଜି ଦର

କମିପାରେ ଏଲପିଜି ଦର । ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

By

Published : Feb 20, 2020, 6:50 PM IST

Published : Feb 20, 2020, 6:50 PM IST

Dharmendra Pradhan
କମିପାରେ ଏଲପିଜି ଦର

ରାୟପୁର: କମିପାରେ ଏଲପିଜି ଦର । ସବୁଜ ସଙ୍କେତ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ମାସରେ କମିପାରେ ଏଲପିଜି । ଆଜି(ଗୁରୁବାର) ରାୟପୁର ଏୟାରପୋର୍ଟରେ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସଙ୍କେତ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ।

କମିପାରେ ଏଲପିଜି ଦର

ସେ କହିଛନ୍ତି,‘ ଏହା ସତ କି ଲଗାତାର ଘରୋଇ ଇନ୍ଧନର ଦାମ ବଢିବାରେ ଲାଗିଛି । ଥଣ୍ଡା ଋତୁ କାରଣରୁ ଏଲିପିଜି ସିଲିଣ୍ଡରରେ ଅଭାବ ଦେଖା ଦେଉଛି । ଅନ୍ତରାଷ୍ଟ୍ରୀୟ ବଜାର ଦର ମଧ୍ୟ ବୃଦ୍ଧି ପାଇଛି ’। ଏହାସହ ସେ କହିଛନ୍ତି ଚଳିତ ବର୍ଷ ଇନ୍ଧନ ଗ୍ୟାସ ଦର ବଢିଛି, ଆସନ୍ତା ବର୍ଷ କମିପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details