ନୂଆଦିଲ୍ଲୀ: ସୋମବାର ପୁଣି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଉତ୍କଟ ହୋଇଛି । ଫଳରେ ଲଗାତାର ଦୁଇଦିନ ହେବ ଦିଲ୍ଲୀର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି । ତେବେ ସୋମବାର ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) 310 ରେକର୍ଡ ରହିଛି ।
ପୁଣି ପ୍ରଦୂଷଣ ଘେରରେ ଦିଲ୍ଲୀ - _delhi pollution
ସୋମବାର ପୁଣି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଉତ୍କଟ ହୋଇଛି । ଫଳରେ ଲଗାତାର ଦୁଇଦିନ ହେବ ଦିଲ୍ଲୀର ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ରହିଛି । ଅଧିକ ପଢନ୍ତୁ...
ପୁଣି ପ୍ରଦୂଷଣ ଘେରରେ ଦିଲ୍ଲୀ
ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ