ନୂଆଦିଲ୍ଲୀ: ଦିଲ୍ଲୀ ଅନାଜ ମଣ୍ଡି ଅଗ୍ନିକାଣ୍ଡ ଘଟଣାରେ କୋଠାରେ ଫାୟାର ସେଫ୍ଟି କ୍ଲିୟରାନ୍ସ ନଥିବା କଥା ଦିଲ୍ଲୀ ଫାୟାର ସର୍ଭିସର ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି ।
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ନ ଥିଲା ଫାୟାର କ୍ଲିୟରାନ୍ସ - The building did not have fire clearance from DFS
ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣାରେ କୋଠାର ଫାୟାର କ୍ଲିୟରାନ୍ସ ନ ଥିଲା ବୋଲି ମୁଖ୍ୟ ଅଗ୍ନିଶମ ଅଧିକାରୀ ଅତୁଲ ଗର୍ଗ କହିଛନ୍ତି ।
ଫଟୋ ସୌଜନ୍ୟ: ଏଏନଆଇ
ଏପରିକି ସେହି କୋଠାର ବିଭିନ୍ନ ସ୍ଥାନରେ ଯେଉଁଭଳି ଫାୟାର ସେଫ୍ଟି ଉପକରଣ ରହିବା କଥା ତାହା ରହି ନଥିଲା । ତେଣୁ ଅଧିକ କ୍ଷୟକ୍ଷତି ହୋଇଥିବାର ସେ ସୂଚନା ଦେଇଛନ୍ତି ।