ଓଡିଶା

odisha

ETV Bharat / bharat

ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ - ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ

ଜନସାଧାରଣ ବ୍ୟାପକ ସ୍ତରରେ ଚୀନ ସାମଗ୍ରୀ ବର୍ଜନ କରିବା ଜାରି ରଖିଛନ୍ତି । ହୋଟେଲ ପରେ ଏବେ ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ ମଧ୍ୟ ଚୀନ ନାଗରିକଙ୍କ ଉପରେ ପ୍ରିତିବନ୍ଧକ ଲଗାଇଦେଇଛି । ଅଧିକ ପଢନ୍ତୁ...

ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ
ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ

By

Published : Jun 30, 2020, 10:39 PM IST

ନୂଆଦିଲ୍ଲୀ: ସୀମାରେ ସଂଘର୍ଷ ପରେ ଏବେ ଚୀନ ବିରୋଧରେ ସାରା ଦେଶରେ ଆକ୍ରୋଶର ସ୍ଥିତି ରହିଛି । ଜନସାଧାରଣ ବ୍ୟାପକ ସ୍ତରରେ ଚୀନ ସାମଗ୍ରୀ ବର୍ଜନ କରିବା ଜାରି ରଖିଛନ୍ତି । କିଛି ଦିନ ତଳେ ଦିଲ୍ଲୀ ହୋଟେଲ ମାଲିକ ସଂଘ କଡା ଆଭିମୁଖ୍ୟ ଆପଣାଇବା ସହ ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା । ଏବେ ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ ମଧ୍ୟ ଚୀନ ନାଗରିକଙ୍କ ଉପରେ ପ୍ରତବିନ୍ଧକ ଲଗାଇଦେଇଛି । ରାଜଧାନୀ ଭିତରେ ଚୀନ ନାଗରିକଙ୍କୁ କୌଣସି ପ୍ରକାରର ସୁବିଧା ପ୍ରଦାନ ନକରିବାକୁ ଘୋଷଣା କରିଛି ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ ।

ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନ

ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ଦିଲ୍ଲୀ ଟ୍ୟାକ୍ସି ଆସୋସିଏସନର ଉପାଧ୍ୟକ୍ଷ କମଲ ଚ୍ଛିବର ସ୍ପଷ୍ଟରୂପେ କହିଛନ୍ତି ଯେ ଚୀନ ଯେଉଁ ଦୁଃସାହସ କାର୍ଯ୍ୟ କରିଛି, ଏହାର ଜବାବ ଚୀନ ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details