ନୂଆଦିଲ୍ଲୀ: ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ର-ଶସ୍ତ୍ର ସିଣ୍ଡିକେଟ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଦିଲ୍ଲୀର ସ୍ପେଶାଲ ପୋଲିସ ସେଲ । ଏଥି ସହିତ କାରବାରରେ ସଂଶ୍ଲିଷ୍ଟ ଜଣେ ବ୍ୟବସାୟୀକୁ ଗିରଫ କରିଛି ଟିମ୍ ।
ଦିଲ୍ଲୀ ପୋଲିସ ହାତରେ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର ଗ୍ୟାଙ୍ଗ - ଦିଲ୍ଲୀ ପୋଲିସ
ଦିଲ୍ଲୀ ପୋଲିସ ପାଇଁ ଏକ ବଡ଼ ସଫଳତା । ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ର-ଶସ୍ତ୍ର ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ଦିଲ୍ଲୀ ପୋଲିସ । ଅଦିକ ପଡନ୍ତୁ..
![ଦିଲ୍ଲୀ ପୋଲିସ ହାତରେ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର ଗ୍ୟାଙ୍ଗ ଦିଲ୍ଲୀ ପୋଲିସ ହାତରେ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ର-ଶସ୍ତ୍ର ଗ୍ୟାଙ୍ଗ](https://etvbharatimages.akamaized.net/etvbharat/prod-images/768-512-8507043-thumbnail-3x2-dd.jpg)
ଦିଲ୍ଲୀ ପୋଲିସ ହାତରେ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ର-ଶସ୍ତ୍ର ଗ୍ୟାଙ୍ଗ
ସେହିପରି ଘଟଣା ସ୍ଥଳରୁ 20 ଟି ପିସ୍ତଲ, 40 ଟି ମାଗାଜିନ ଏବଂ 50 ଟି ଲାଇଭ କାର୍ଟ୍ରିଜ ଜବତ କରିଛି ପୋଲିସ । ଏହି ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ର-ଶସ୍ତ୍ର ଗ୍ୟାଙ୍ଗକୁ ଧରିବା ପୋଲିସ ଦିଲ୍ଲୀ ପୋଲିସ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।
@ANI