ନୂଆଦିଲ୍ଲୀ: ପ୍ଲାଜମା ବ୍ୟାଙ୍କରୁ ପ୍ଲାଜମା ସମନ୍ୱୟ, ଆବଶ୍ୟକତା ଏବଂ ବୀମା ପାଇଁ ଏକ ନୋଡାଲ ଅଫିସର ନିଯୁକ୍ତି କରିବାକୁ ମେଡିକାଲର ସୁପରିଟେଣ୍ଡେଣ୍ଟକୁ କହିଛନ୍ତି ଦିଲ୍ଲୀ ସରକାର ।
କନଭାଲେସେଣ୍ଟ ପ୍ଲାଜାର ଆନୁମାନିକ ଆବଶ୍ୟକତା ଏବଂ ଅଳ୍ପ ଉତ୍ସର ଅଭାବକୁ ଦୃଷ୍ଟିରେ ରଖି ଏହି ନୋଡାଲ ଅଫିସରମାନେ ଭଲ୍ୟୁଣ୍ଟାରୀ ପ୍ଲାଜମା ଦାତା ଯୋଗାଇବେ । ଯେଉଁଥିରେ ରିପ୍ଲେସମେଣ୍ଟ ଦାତଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ।