ଓଡିଶା

odisha

By

Published : Sep 4, 2020, 9:15 AM IST

ETV Bharat / bharat

ନୀତି ଆୟୋଗ ବିଲ୍ଡିଂକୁ ଧକ୍କା ହେଲା ଡିଟିସି ବସ୍, ଡ୍ରାଇଭର ଆହତ

ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ଏକ ବସ୍ NITI ଆୟୋଗ ବିଲ୍ଡିଂର କାନ୍ଥସହ ଧକ୍କା ହୋଇଛି। ଏହି ଦୁର୍ଘଟଣା ପରେ ଡ୍ରାଇଭର ସାମାନ୍ୟ ଆହତ ହୋଇ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି।

ନୀତି ଆୟୋଗ ବିଲିଂ ସହ ଧକ୍କା ଖାଇଲା ଡିଟିସି ବସ୍, ଡ୍ରାଇଭର ଆହତ
ନୀତି ଆୟୋଗ ବିଲିଂ ସହ ଧକ୍କା ଖାଇଲା ଡିଟିସି ବସ୍, ଡ୍ରାଇଭର ଆହତ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ପରିବହନ ନିଗମ (ଡିଟିସି)ର ଏକ ବସ୍ NITI ଆୟୋଗ ବିଲ୍ଡିଂର କାନ୍ଥସହ ଧକ୍କା ହୋଇଛି। ଏହି ଦୁର୍ଘଟଣା ପରେ ଡ୍ରାଇଭର ସାମାନ୍ୟ ଆହତ ହୋଇ ଚିକିତ୍ସା ଏବଂ ଏମଏଲସି ପରୀକ୍ଷା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଏହି ଘଟଣାର ତଦନ୍ତ ଚାଲିଛି। ରବିବାର ରାତିରେ ଜାତୀୟ ରାଜଧାନୀର ସଂସଦ ମାର୍ଗରେ ଏହା ଘଟିଥିଲା । ଏ ବାବଦରେ ଅଧିକ ବିବରଣୀ ଅପେକ୍ଷା କରାଯାଇଛି ।

ABOUT THE AUTHOR

...view details