ଓଡିଶା

odisha

ଗିରଫ ହେଲେ ତାହିର ହୁସେନ

By

Published : Mar 14, 2020, 7:59 AM IST

ବନ୍ଧା ହେଲେ ତାହିର ହୁସେନ । ଉତ୍ତର-ପୂର୍ବ ଦିଲ୍ଲୀ ହିଂସା ଓ ଗୁଇନ୍ଦା ବିଭାଗ କର୍ମଚାରୀଙ୍କ ହତ୍ୟା ସମ୍ପୃକ୍ତି ନେଇ ପୋଲିସ ହେପାଜତକୁ ଗଲେ ତାହିର ହୁସେନ । ଅଧିକ ପଢନ୍ତୁ....

suspended AAP councillor
ଗିରଫ ହେଲେ ଆପ କାଉନସିଲର

ନୂଆଦିଲ୍ଲୀ:ଶେଷରେ ବନ୍ଧା ହେଲେ ଆପ କାଉନସିଲର । ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ହିଂସା ଓ ଗୁଇନ୍ଦା ବିଭାଗ କର୍ମଚାରୀଙ୍କ ହତ୍ୟା ସମ୍ପୃକ୍ତି ନେଇ ଆମ ଆଦମୀ ପାର୍ଟିର କାଉନସିଲର ତାହିର ହୁସେନଙ୍କୁ ଗିରଫ କରାଯାଇଛି ।

ଗିରଫ ହେଲେ ଆପ କାଉନସିଲର

ତାହିରଙ୍କୁ ଗିରଫ କରାଯାଇ ତିନି ଦିନିଆ ପୋଲିସ ହେପାଜତକୁ ପଠାଯାଇଛି । ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା 50ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ଏକାଧିକ ଆହତ ହୋଇଥିଲେ ।

ସୌଜନ୍ୟ @ IANS

ABOUT THE AUTHOR

...view details