ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍ୟୁ)ର ଛାତ୍ର ଶରଜିଲ ଇମାମଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କରାଯାଇଥିଲା । ସୋମବାର ଶରଜିଲଙ୍କ ଜାମିନ ଆବେଦନକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଖାରଜ କରିଛନ୍ତି ।
ଶରଜିଲ ତାଙ୍କ ତାଙ୍କ ଜାମିନ ଆବେଦନପତ୍ରରେ ଦାବି କରିଛନ୍ତି ଯେ ଗିରଫ ହେବା ପରେ ସଠିକ ଭାବରେ ଓ ନିୟମ ଅନୁଯାୟୀ 90 ଦିନ ମଧ୍ୟରେ ପୋଲିସ ତଦନ୍ତ ସମ୍ପୂର୍ଣ୍ଣ କରିପାରିନାହାଁନ୍ତି ।