ଓଡିଶା

odisha

ETV Bharat / bharat

କେଜ୍ରିୱାଲଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ - Arvind Kejriwal COVID-19

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ରହିଛି । ଅସୁସ୍ଥ ହେବା କାରଣରୁ ତାଙ୍କୁ ସୋମବାର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ଜ୍ବର, କାଶ ଓ ଗଳାରେ ସମସ୍ୟା କାରଣରୁ ମଙ୍ଗଳବାର ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 9, 2020, 7:19 PM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ ରହିଛି । ଅସୁସ୍ଥ ହେବା କାରଣରୁ ତାଙ୍କୁ ସୋମବାର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସାମାନ୍ୟ ଜ୍ବର, କାଶ ଓ ଗଳାରେ ସମସ୍ୟା କାରଣରୁ ମଙ୍ଗଳବାର ତାଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଥିଲା ।

ସୂଚନା ଯେ, ସାମାନ୍ୟ ଜ୍ବର ହେବା ପରେ ରବିବାରଠାରୁ ସିଏମଙ୍କ ସମସ୍ତ ବୈଠକକୁ ବନ୍ଦ କରିଦିଆଯାଇଥିଲା । ସଙ୍ଗରୋଧରେ ରହିଥିଲେ ଅରବିନ୍ଦ କେଜ୍ରିୱାଲ । ମଙ୍ଗଳବାର ତାଙ୍କର କୋରୋନା ଟେଷ୍ଟ କରାଯାଇଥିଲା । ଏବେ ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ରହିଛି ।

ABOUT THE AUTHOR

...view details