ବେଙ୍ଗାଲୁରୁ: କେନାଲରେ ବୁଡି 3 ନାବାଳକଙ୍କ ପ୍ରାଣହାନୀ ଘଟିଛି । ଏପରି ଏକ ଦୁଃଖଦ ଘଟଣା କର୍ଣ୍ଣାଟକ କୁମ୍ବାରପାଲ୍ୟା ବଙ୍ଗରପେଟ ଟାଉନ ଅନ୍ତର୍ଗତ କୋଲାର ଅଞ୍ଚଳରେ ଦେଖିବାକୁ ମିଳିଛି । ମୃତ ନାବାଳକମାନେ ହେଉଛନ୍ତି ମୋହିକ(8), ସଦିକ୍(12) ଏବଂ ଫୈଜ(7) ।
କେନାଲରେ ବୁଡି 3 ନାବାଳକ ମୃତ - କର୍ଣ୍ଣାଟକ କୁମ୍ବାରପାଲ୍ୟା ବଙ୍ଗରପେଟ ଟାଉନ
କେନାଲରେ ବୁଡି 3 ନାବାଳକଙ୍କ ପ୍ରାଣହାନୀ ଘଟିଛି । ଏପରି ଏକ ଦୁଃଖଦ ଘଟଣା କର୍ଣ୍ଣାଟକର ବଙ୍ଗରପେଟ ଟାଉନ ଅନ୍ତର୍ଗତ କୋଲାର ଅଞ୍ଚଳରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...
![କେନାଲରେ ବୁଡି 3 ନାବାଳକ ମୃତ କେନାଲରେ ବୁଡି 3 ନାବାଳକ ମୃତ](https://etvbharatimages.akamaized.net/etvbharat/prod-images/768-512-9126948-thumbnail-3x2-canal.jpg)
କେନାଲରେ ବୁଡି 3 ନାବାଳକ ମୃତ
ସୂଚନା ଅନୁଯାୟୀ ପ୍ରବଳ ବର୍ଷା ଯୋଗୁଁ ରେଳବାଇର ଅଣ୍ଡର ପାସ୍ ପ୍ରବାହିତ ହେଉଥିଲା | ପିଲାମାନେ ଏହି ସ୍ଥାନରେ ଖେଳୁଥିବା ସମୟରେ ଖସିପଡି ତଳେ ପଡ଼ିଯାଇଥିଲେ। ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି । ବଙ୍ଗରପେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ