ଓଡିଶା

odisha

By

Published : Aug 17, 2019, 9:08 PM IST

ETV Bharat / bharat

ଆରପାରିରେ ଡିଡି ଉପସ୍ଥାପିକା ନୀଲମ ଶର୍ମା

ଦୁରଦର୍ଶନ ଉପସ୍ଥାପିକା ନୀଲମ ଶର୍ମାଙ୍କ ପରଲୋକ । 20 ବର୍ଷ ଧରି ସେ ଦୁରଦର୍ଶନରେ କାମ କରିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@DDNEWS

ନୂଆଦିଲ୍ଲୀ: ଆରପାରିରେ ଦୂରଦର୍ଶନର ଲୋକପ୍ରିୟ ଉପସ୍ଥାପିକା ନୀଲମ ଶର୍ମା । ଟ୍ବିଟ କରି ସୂଚନା ଦେଲା ଦୁରଦର୍ଶନ । କିଛି ଦିନ ହେବ ସେ କ୍ୟାନସରରେ ପୀଡିତ ଥିଲେ ।

ଫଟୋ ସୌଜନ୍ୟ: ଟ୍ବିଟର@DDNEWS

ଦୂରଦର୍ଶନରେ ଦୀର୍ଘ ୨୦ ବର୍ଷର କ୍ୟାରିୟର ଭିତରେ ସେ ‘ବଡି ଚର୍ଚ୍ଚା’, ‘ତେଜସ୍ଵିନୀ’ ଭଳି ଅନେକ ଲୋକପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଛନ୍ତି ।

୧୯୯୫ ମସିହାରେ ସେ ନିଜର କ୍ୟାରିୟର ଦୂରଦର୍ଶନରେ ଆରମ୍ଭ କରିଥିଲେ । ୨୦୧୮ରେ ‘ନାରୀ ଶକ୍ତି’ ସମ୍ମାନରେ ନୀଲମଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନିତ କରିଥିଲେ ।

ABOUT THE AUTHOR

...view details