ହାଇଦ୍ରାବାଦ:ତେଲେଙ୍ଗାନାର ପୁରୁଣା ସହର ମିରଚୌକ ଥାନା ପରିସରରେ ସିଲିଣ୍ଡର ବିସ୍ଫୋରଣ । ବିସ୍ଫୋରଣରେ 13ଜଣ ସୁନାକାରିଗର ଗୁରୁତର ଆହତ ହୋଇଛନ୍ତି ।
ହାଇଦ୍ରାବାଦରେ ସିଲିଣ୍ଡର ବିସ୍ଫୋରଣ,13 ଆହତ - Cylinder blast at Oldcity hydrebad
ତେଲେଙ୍ଗାନାର ପୁରୁଣା ସହର ମିରଚୌକ ଥାନା ପରିସରରେ ସିଲିଣ୍ଡର ବିସ୍ଫୋରଣ ହାେଇଛି । ବିସ୍ଫୋରଣରେ 13ଜଣ ସୁନାକାରିଗର ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
ଗ୍ୟାସ ସିଲିଣ୍ଡର ବିସ୍ଫୋରଣ
ଆଜି(ଗୁରୁବାର) ସକାଳୁ ହାଇଦ୍ରାବାଦ ସହରରେ ଏକ ଦୁର୍ଘଟଣା ଘଟିଛି । ଫାଟୁଲବାଗ ନିକଟରେ ଗୋଟିଏ ଘରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଛି । ଦୁର୍ଘଟଣାରେ 13ଜଣ ସୁନା କାରିଗର ଗୁରୁତର ଭାବରେ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ଓସମାନିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ