ମୁମ୍ବାଇ: ମହାରାଷ୍ଟ୍ରରେ ରାଜ୍ୟବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । କାରଣ କୋରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର ହୋଇସାରିଛି । ତେଣୁ ସମସ୍ତ ଜିଲ୍ଲ୍ଲାର ସୀମାକୁ ସିଲ କରିଦେଇଛନ୍ତି ମହାରାଷ୍ଟ୍ର ସରକାର ।
ମହାରାଷ୍ଟ୍ରରେ କର୍ଫ୍ୟୁ, ସଙ୍କଟରେ ଚାଷୀ
ମହାରାଷ୍ଟ୍ରରେ କର୍ଫ୍ୟୁ ଘୋଷଣା ଫଳରେ ରାଜ୍ୟର ଚାଷୀକୂଳ ଉପରେ ପଡିଛି ଜୋରଦାର ପ୍ରଭାବ । କୃଷି ଉତ୍ପାଦିତ ଦ୍ରବ୍ୟ କ୍ଷତି ହେବା ଆଶା ଆଶଙ୍କାରେ କୃଷି । ଅଧିକ ପଢନ୍ତୁ..
Curfew in Maharashtra
ସେପଟେ ଏପରି କର୍ଫ୍ୟୁ ଘୋଷଣା ଫଳରେ ରାଜ୍ୟର ଚାଷୀକୂଳ ଉପରେ ପଡିଛି ଜୋରଦାର ପ୍ରଭାବ । କୃଷି ଉତ୍ପାଦିତ ଦ୍ରବ୍ୟ କ୍ଷତି ହେବା ଆଶା ଆଶଙ୍କାରେ କୃଷି । ସେପଟେ କର୍ଫ୍ୟୁ ଲାଗୁ ଫଳରେ ଅନ୍ୟ ରାଜ୍ୟକୁ ପରିବହନ ହେବାକୁ ଥିବା ଶହ ଶହ ଗାଡ଼ି ଅଟକି ରହିଥିବା ବେଳେ ସ୍ଥାନୀୟ ଲୋକ ମଧ୍ୟ ଭିଡ଼ ଜମାଇଛନ୍ତି ।
@ANI