ଓଡିଶା

odisha

ETV Bharat / bharat

ନିର୍ଭୟା ମାମଲା: କ୍ୟୁରେଟିଭ୍ ପିଟିସନ ଦାଖଲ କଲା ଅକ୍ଷୟ

ନିର୍ଭୟା ଦୋଷୀ ଅକ୍ଷୟ ସିଂହ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ପୁର୍ନବିଚାର ଯାଚିକା ଖାରଜ ପରେ କ୍ୟୁରେଟିଭ୍ ପିଟିସନ ଦାଖଲ କଲା ଅକ୍ଷୟ । ଅଧିକ ପଢନ୍ତୁ...

curative petitionof convict akhshay
ଫାଇଲ ଫଟୋ

By

Published : Jan 28, 2020, 10:20 PM IST

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଅକ୍ଷୟ ସିଂହ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି । ନିର୍ଭୟା ମାମଲାରେ ଦୋଷୀ ସାବ୍ଯସ୍ତ ହୋଇଥିବା ଅକ୍ଷୟ ଫାଶୀରୁ ବଞ୍ଚିବା ପାଇଁ କ୍ୟୁରେଟିଭ ପିଟିସନ ଦାଖଲ କରିଛି ।

ଜାନୁଆରୀ 10ରେ ଅକ୍ଷୟର ପୁର୍ନବିଚାର ଯାଚିକା ଖାରଜ ହେବାପରେ କ୍ୟୁରେଟିଭ ପିଟିସନ ଦାଖଲ କରିଛି ଅକ୍ଷୟ । ତିହାର ଜେଲ ପ୍ରଶାସନ ଏହି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ମୁକେଶ ସିଂହ ରାଜକ୍ଷମା ଆବେଦନ ଖାରଜକୁ ଚ୍ୟାଲେଞ୍ଜ କରି ଦାଏର କରିଥିବା ଯାଚିକା ଉପରେ ପୁଣି ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହେବ ।

ABOUT THE AUTHOR

...view details