ଓଡିଶା

odisha

ETV Bharat / bharat

‘ଯଦି କାଉ କରିପାରୁଛି ତେବେ ଆମେ କାହିଁକି ନୁହେଁ ’ - vdustbin

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେବେ ସତ କିନ୍ତୁ  ଏହି ଭିଡିଓରୁ କିଛି ଶିକ୍ଷା ଲାଭ କରିବେ । ତେବେ ଭିଡିଓରେ ଏକ ମେସେଜ୍ ଦିଆଯାଇଛି । ତାହା ହେଉଛି ‘ ଯଦି କାଉ କରିପାରୁଛି ତେବେ ଆମେ କାହିଁକି ନୁହେଁ ’ ।

ଫଟୋ ସୌଜନ୍ୟ: ଟ୍ବିଟର@@susantananda3

By

Published : Aug 25, 2019, 10:19 PM IST

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବେ ସତ କିନ୍ତୁ ଏହି ଭିଡିଓରୁ କିଛି ଶିକ୍ଷା ଲାଭ କରିବେ । ତେବେ ଭିଡିଓରେ ଏକ ମେସେଜ୍ ଦିଆଯାଇଛି । ତାହା ହେଉଛି ‘ ଯଦି କାଉ କରିପାରୁଛି ତେବେ ଆମେ କାହିଁକି ନୁହେଁ ’ ।

ଭିଡିଓ ସୌଜନ୍ୟ: ଟ୍ବିଟର@@susantananda3

ଭିଡିଓରେ ଦେଖାଯାଉଛି କି, ଏକ କାଉ ପ୍ଲାଷ୍ଟିକ ବୋତଲ ନେଇକି ଆସୁଛି ଏବଂ ତାକୁ ଡଷ୍ଟବିନରେ ପକାଉଛି । କିନ୍ତୁ ସାଧାରଣରେ ଲୋକମାନେ କୋଲ୍ଡ ଡ୍ରିଙ୍କ୍ କିମ୍ବା ପାଣି ପିଇ ବୋତଲକୁ ଯେଉଁଠି ନାହିଁ ସେଇଠି ପକାଇ ଦେଇଥାନ୍ତି ।

କିନ୍ତୁ ଏଠାରେ ଏକ ପକ୍ଷୀ ମଣିଷକୁ ଶିକ୍ଷା ଦେଉଛି ଯେ ଅଳିଆ ଆର୍ବଜନାକୁ ବାହାରେ ନପକାଇ ଡଷ୍ଟବିନ୍ ରେ ପକାନ୍ତୁ ।

ତେବେ ଏହି ଭିଡିଓଟିକୁ ସୁଶାନ୍ତ ନନ୍ଦା ନାମକ ଜଣେ ଯୁବକ ଗତ 22 ଅଗଷ୍ଟରେ ସୋସିାଲ ମିଡିଆରେ ସେୟାର କରିଥିଲେ । ଯାହାକୁ ଲୋକେ 1500ରୁ ଅଧିକ ଥର ସେୟାର କରିସାରିଲେଣି ।

ABOUT THE AUTHOR

...view details