ଓଡିଶା

odisha

ETV Bharat / bharat

ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ 45 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ - Crime and Intelligence Wing CIW at IGI airport seized foreign currencies

ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଜଣେ ଯାତ୍ରୀଙ୍କ ଠାରୁ 45 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଅଧିକ ପଢନ୍ତୁ...

Crime and Intelligence Wing CIW at IGI airport seized foreign currencies worth around Rs 45 lakhs
ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ 45 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ

By

Published : Feb 13, 2020, 12:50 AM IST

ନୂଆଦିଲ୍ଲୀ: ଇନ୍ଦିରାଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଜଣେ ଯାତ୍ରୀଙ୍କ ଠାରୁ 45 ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ଜବତ କରାଯାଇଛି । ଅପରାଧ ଓ ଗୁଇନ୍ଦା ବିଭାଗ ପକ୍ଷରୁ ଚଢାଉ କରାଯାଇ ଏହି ମୁଦ୍ରା ଜବତ କରାଯାଇଛି ।

ବୈଦେଶିକ ମୁଦ୍ରା ଗୁଡିକୁ ରନ୍ଧା ଖାଦ୍ୟ, ବିସ୍କୁଟ ପ୍ୟାକେଟ ଓ ଅନ୍ୟ ଖାଦ୍ୟ ସାମଗ୍ରୀ ଲୁଚାଇ ଅଣାଯାଉଥିଲା । ଗୁଇନ୍ଦା ବିଭାଗ ପକ୍ଷରୁ ତନଖି ବେଳେ ମୁଦ୍ରା ଗୁଡିକୁ ଜବତ କରାଯାଇଛି ।

ABOUT THE AUTHOR

...view details