ହାଇଦ୍ରବାଦ: ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି । ଶନିବାର ସାରା ଦେଶରେ ଆଉ 61,871 କୋରୋନା ପଜିଟିଭ ଚିହ୍ନଟ । ଗତ 24 ଘଣ୍ଟାରେ 1033 ଜଣ କୋରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।
ଦେଶରେ 61,871 କୋରୋନା ପଜେଟିଭ ଚିହ୍ନ, 1033 ଆକ୍ରାନ୍ତ ମୃତ - କୋରୋନା ଭାଇରସ ଖବର
ସାରା ଦେଶରେ ଆଉ 61,871 କୋରୋନା ପଜିଟିଭ ଚିହ୍ନଟ । ଗତ 24 ଘଣ୍ଟାରେ 1033 ଜଣ କୋରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଅଧିକ ପଢନ୍ତୁ...
ଦେଶରେ 61,871 କୋରୋନା ପଜିଟିଭ ଚିହ୍ନ, 1033 ଆକ୍ରାନ୍ତ ମୃତ
ଭାରତର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତରେ ବର୍ତ୍ତମାନ ମୋଟ କୋରୋନା ସଂକ୍ରମିତ ସଂଖ୍ୟା 74,94,552 ପହଞ୍ଚିଥିବାବେଳେ 7,83,311 କୋରୋନା ଆକ୍ରାନ୍ତ ସକ୍ରିୟ ରହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ 65,97,210 ଜଣ ସୁସ୍ଥ ଲାଭ କରି ଫେରିଛନ୍ତି । ସେହିପରି ଗତ 24 ଘଣ୍ଟାରେ 1033 ଜଣଙ୍କ ସହ ଭାରତରେ ମୋଟ 1,14,031 ଲୋକ କୋରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଭାରତ ସାରା ବିଶ୍ବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ବିତୀୟ ସ୍ଥାନରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ