ଗୌହାଟି :ଗୌହାଟିର ରାଜଭବନ କ୍ୟାମ୍ପସରେ ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ । ଏହାପରେ ରାଜଭବନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏବଂ ପୁରା ଅଞ୍ଚଳକୁ ସିଲ କରାଯାଇଛି । ଏ ନେଇ ଗୌହାଟି ତହସିଲଦାର କାର୍ଯ୍ୟାଳୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଗୌହାଟି ରାଜଭବନ କ୍ୟାମ୍ପସରେ ଜଣେ କର୍ମଚାରୀ କୋରୋନା ପଜେଟିଭ - କୋରୋନା ପଜେଟିଭ
ଗୌହାଟି ରାଜଭବନ କ୍ୟାମ୍ପସରେ ଜଣେ କର୍ମଚାରୀ କୋରୋନା ପଜେଟିଭ ଚିହ୍ନଟ । ରାଜଭବନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା । କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ....
ଗୌହାଟୀ ରାଜଭବନ କ୍ୟାମ୍ପସରେ ଜଣେ କର୍ମଚାରୀ କୋରୋନା ପଜେଟିଭ
ତେବେ ଭାରତରେ ଦିନକୁ ଦିନ କୋରୋନା ପଜେଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ରୋକ ଲଗାଇବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରିକି ଲକ ଡାଉନ, ସଟଡାଉନ, ଅନଲକ 1 ଓ ଅନଲକ2 ମଧ୍ୟ ଦେଶରେ ଲାଗୁ କରିଛନ୍ତି ମୋଦି ସରକାର । ହେଲେ ସଂକ୍ରମଣ ଉପରେ ରୋକ ଲାଗିପାରୁନି । ଭାରତରେ କୋରୋନା ପଜେଟିଭଙ୍କ ସଂଖ୍ୟା 648315 ରହିଥିବାବେଳେ ମୃତକଙ୍କ ସଂଖ୍ୟା 18655 ରହିଛି । ଆସାମରେ 9673 ଥିବାବେଳେ ମୃତ୍ୟୁ ସଂଖ୍ୟା 14 ରହିଛି ।
ସୌଜନ୍ୟ @ANI