ହାଇଦ୍ରାବାଦ: ତେଲେଙ୍ଗାନାରେ କୋରୋନା ସଂକ୍ରମଣ ରିପୋର୍ଟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ସୋମବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ 92ଟି ନୂଆ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ଏହାସହ ସୋମବାର କୋରୋନା କାରଣରୁ 5 ଜଣଙ୍କ ମୃତ୍ୟୁ ହୋଇଛି ।
ତେଲେଙ୍ଗାନାରେ 92ଟି ନୂଆ କୋରୋନା ମାମଲା, 5 ମୃତ୍ୟୁ ରିପୋର୍ଟ - ତେଲେଙ୍ଗାନା 92 ଟି ନୂଆ କୋରୋନା ମାମଲା
ସୋମବାର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବୁଲେଟିନ୍ ଅନୁଯାୟୀ ତେଲେଙ୍ଗାନା 92 ଟି ନୂଆ କୋରୋନା ରିପୋର୍ଟ ରେକର୍ଡ ହୋଇଛି । ଏହାସହ ସୋମବାର କୋରୋନା କାରଣରୁ 5 ଜଣଙ୍କ ମୃତ୍ୟୁ ହୋଇଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ତେଲେଙ୍ଗାନାରେ 92ଟି ନୂଆ କୋରୋନା ମାମଲା, 5 ମୃତ୍ୟୁ ରିପୋର୍ଟ ତେଲେଙ୍ଗାନା 92 ଟି ନୂଆ କୋରୋନା ମାମଲା](https://etvbharatimages.akamaized.net/etvbharat/prod-images/768-512-7535491-163-7535491-1591638527770.jpg)
ତେଲେଙ୍ଗାନା 92 ଟି ନୂଆ କୋରୋନା ମାମଲା
ରାଜ୍ୟରେ ବର୍ତ୍ତମାନ କୋରୋନା ମାମଲା 3742 ଏବଂ ମୃତ୍ୟୁ ସଂଖ୍ୟା 122କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା 1863 ରହିଛି । ରବିବାର ରାଜ୍ୟରେ ସର୍ବାଧିକ 14 ମୃତ୍ୟୁ ରିପୋର୍ଟ ରେକର୍ଡ ହୋଇଥିଲା ।