ଓଡିଶା

odisha

ETV Bharat / bharat

କୋରୋନା ସଂକ୍ରମିତ ମା ଠାରୁ ଜନ୍ମ ସୁସ୍ଥ ଯାଆଁଳା ଶିଶୁ

କୋରୋନା ସଂକ୍ରମିତ ମା ଠାରୁ ଜନ୍ମ ସୁସ୍ଥ ଯାଆଁଳା ଶିଶୁ । ବର୍ତ୍ତମାନ ଶିଶୁ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି କହିଲେ ଡାକ୍ତର। ଅଧିକ ପଢନ୍ତୁ...

Covid-19 lady gave birth to  twins baby
''କୋରୋନା'' ସଂକ୍ରମିତ ମା ଠାରୁ ଜନ୍ମ ସୁସ୍ଥ ଯାଆଁଳା ଶିଶୁ

By

Published : May 23, 2020, 11:20 PM IST

ଭୋପାଳ: ମହାମାରୀ କୋରୋନାରେ ପୀଡିତ ମହିଳା । କିନ୍ତୁ ଅନେକ ଯନ୍ତ୍ରଣା ପରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଇଛନ୍ତି ସେ । ମଧ୍ୟପ୍ରଦେଶ ଇନ୍ଦୋରର ଏମଟିଏଚ ହସ୍ପିଟାଲରେ ଯାଆଁଳା ସନ୍ତାନ ଜନ୍ମ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଏହି ମହିଳା ।

ହସ୍ପିଟାଲରେ ଭର୍ତ୍ତି ପରେ ତାଙ୍କର କୋରୋନା ଚିକିତ୍ସା ହୋଇଥିଲା । ଏହି ସମୟରେ ସେ ଦୁଇ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଡାକ୍ତରଖାନାର ଦାୟିତ୍ୱରେ ଥିବା ଡ. ସୁମିତ ଶୁକ୍ଲା କହିଛନ୍ତି ଯେ ମା ଏବଂ ଯାଆଁଳା ଶିଶୁ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ଏହା ଡେଲିଭେରି ନର୍ମାଲ ହୋଇଥିଲା ବୋଲି ସେ କହିଛନ୍ତି ।

@ANI

For All Latest Updates

ABOUT THE AUTHOR

...view details