ଶ୍ରୀନଗର: କୋରୋନା କବଳରୁ ରକ୍ଷା ପାଇବା ପାଇଁ ଜମ୍ମୁ ଓ କାଶ୍ମୀର ସରକାରଙ୍କ କଡା କଟକଣା । ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟାକୁ କମାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଏନେଇ ଆଜି ଜମ୍ମୁ ଓ କାଶ୍ମୀର ସରକାର ସମସ୍ତ କର୍ମଚାରୀଙ୍କୁ ସପ୍ତାହ ବ୍ୟବଧାନରେ କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଛନ୍ତି ।
ସପ୍ତାହେ ବ୍ୟବଧାନରେ କାର୍ଯ୍ୟ କରିବାକୁ ଜମ୍ମୁ ଓ କାଶ୍ମୀର ସରକାରଙ୍କ ନିର୍ଦ୍ଦେଶ
କୋରୋନାର ଭୟାବହତାରୁ ରକ୍ଷା ପାଇବା ପାଇଁ ଜମ୍ମୁ ଓ କାଶ୍ମୀରର ସମସ୍ତ ସରକାରୀ କର୍ମଚାରୀଙ୍କୁ ସପ୍ତାହେ ବ୍ୟବଧାନରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ। ଅଧିକ ଖବର ପଢନ୍ତୁ...
ସପ୍ତାହେ ବ୍ୟବଧାନରେ କାଯ୍ୟ କରିବାକୁ ଜମ୍ମୁ ଓ କାଶ୍ମୀର ସରକାରଙ୍କ ନିର୍ଦ୍ଦେଶ
ସୂଚନା ଅନୁସାରେ, କୋରୋନାର ଭୟାବହତାରୁ ରକ୍ଷା ପାଇବା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଏପରି କରିବାକୁ କୁହାଯାଇଛି । ଏହି କାର୍ଯ୍ୟ ସମୟରେ କର୍ମଚାରୀଙ୍କୁ କୋରୋନା ଭାଇରସ ସମ୍ବନ୍ଧୀୟ ସମସ୍ତ ସେବ ଓ ସହଯୋଗ ଯୋଗାଇ ଦିଆଯିବ ବୋଲି ଜମ୍ମୁ ଓ କାଶ୍ମୀର ସରକାର କହିଛନ୍ତି ।
Last Updated : Mar 21, 2020, 1:01 PM IST