ଲକ୍ଷ୍ନୌ: କୋରୋନା ଭାଇରସ କାରଣରୁ ଦେଶରେ ତାଲା ବନ୍ଦ ଜାରି ରହିଛି । ବର୍ତ୍ତମାନ ସବୁ ସ୍ଥାନରେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏହି କ୍ରମରେ ଗୌତମ ବୁଦ୍ଧ ନଗର ପୋଲିସ ମଙ୍ଗଳବାର ନିୟମ ଉଲ୍ଲଙ୍ଘନ କରିଥିବା 51ଟି ଗାଡିର ଚାଲାଣ କାଟିଛି ।
ଲକଡାଉନ ନିୟମ ଉଲ୍ଲଂଘନ, କଟିଲା 51 ଚାଲାଣ
ଦେଶରେ ଜାରି ରହିଛି ଲକଡାଉନ । ଏହି ସମୟରେ ନିୟମ ନମାନି ଗାଡିଚଳାଇବା କିଛି ଲୋକଙ୍କୁ ପଡିଛି ମହଙ୍ଗା । ଅଧିକ ପଢନ୍ତୁ...
ଲକଡାଉନ ନିୟମ ଉଲ୍ଲଂଘନ, କଟିଲା 51 ଚାଲାଣ
ସିଆରପିସି ଧାରା 144କୁ ଉଲ୍ଲଂଘନ କରିଥିବା ନେଇ ପୋଲିସ ଆଇପିସି ଧାରା ଅନୁଯାୟୀ,188 OID ଦାଖଲ କରି 6 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ସମୟ ମଧ୍ୟରେ ସମୁଦାୟ 418 ଟି ଯାନ ଯାଞ୍ଚ କରାଯାଇଥିଲା, ସେଥିମଧ୍ୟରୁ 51ଟି ଗାଡିର ଚାଲାଣ କଟାଯିବା ସହ 5ଟି ଗାଡି ଜବତ କରାଯାଇଥିଲା।
@IANS