ନୂଆଦିଲ୍ଲୀ: ଦେଶରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ଏହାର ମୁକାବିଲା ପାଇଁ ଲଗାତାର ଚାଲିଛି ଟେଷ୍ଟିଂ ପ୍ରକ୍ରିୟା । ଅଧିକରୁ ଅଧିକ ଟେଷ୍ଟିଂ କରିବା ଦ୍ବାରା ପ୍ରକୃତ କୋରୋନା ଚିହ୍ନଟ ହୋଇପାରୁଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା 7 ହଜାରରେ ପହଞ୍ଚିଛି ।
7 ହଜାରରେ ପହଞ୍ଚିଲା ଦେଶର କୋରୋନା ସଂକ୍ରମିତଙ୍କ ସଂଖ୍ୟା: ICMR - corona update
ଆଇସିଏମଆର ରିପୋର୍ଟ । ରବିବାର ରାତି 9 ଟା ସୁଦ୍ଧା ଭାରତରେ 7 ହଜାର କୋରୋନା ପଜିଟିଭ ମାମଲା । ଅଧିକ ପଢନ୍ତୁ...
![7 ହଜାରରେ ପହଞ୍ଚିଲା ଦେଶର କୋରୋନା ସଂକ୍ରମିତଙ୍କ ସଂଖ୍ୟା: ICMR 7ହଜାରରେ ପହଞ୍ଚିଲା ଦେଶର କୋରୋନା ସଂକ୍ରମିତଙ୍କ ସଂଖ୍ୟା](https://etvbharatimages.akamaized.net/etvbharat/prod-images/768-512-6758736-937-6758736-1586664217250.jpg)
7ହଜାରରେ ପହଞ୍ଚିଲା ଦେଶର କୋରୋନା ସଂକ୍ରମିତଙ୍କ ସଂଖ୍ୟା
ଆଇସିଏମଆର ମୁତାବକ ଶନିବାର ରାତି 9 ସୁଦ୍ଧା 1 ଲକ୍ଷ 79 ହଜାର 374ଟି ରକ୍ତ ନମୂନା ମଧ୍ୟରୁ 1ଲକ୍ଷ 64 ହଜାର 773ଟି ଟେଷ୍ଟିଂ କରାଯାଇଛି । ଏହି 17,143 ରକ୍ତ ନମୂନା ପକ୍ଷରୁ 600 କୋରୋନା ପଜିଟିଭ ମିଳିଛି ।
Last Updated : Apr 12, 2020, 12:29 PM IST