ନୂଆଦିଲ୍ଲୀ: କିଲର କୋରୋନା ପାଇଁ ପାକିସ୍ତାନରେ ଗଡିଲାଣି 183 ମୁଣ୍ଡ । ସୋମବାର ଏହି ଭାଇରସ ଦ୍ବାରା 15ଟି ନୂଆ ମାମଲା ସହ115 ଜଣଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନର ମୁଖପାତ୍ର ସିନ୍ଦ ଓ ଖାଇବର ପାଖତୁନଖା ଏହି ବିଷୟରେ ସୂଚନା ଦେଇଛନ୍ତି । ଏହି ନୋଭେଲ କୋରୋନା ଭାଇରସ ଦ୍ବାର ସୋମବାର ପାକିସ୍ତାନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ହୋଇଛି।
କୋରୋନା କୋପ, ପାକିସ୍ତାନରେ ଗଡିଲାଣି 183 ମୁଣ୍ଡ - ଆମେରିକାରେ ଗଡିଲାଣି 183 ମୁଣ୍ଡ
କୋରୋନା ପାଇଁ ପାକିସ୍ତାନରେ ଗଡିଲାଣି 183 ମୁଣ୍ଡ । ସୋମବାର ଏହି ଭାଇରସ ଦ୍ବାରା 15ଟି ନୂଆ ମାମଲା ସାମ୍ନାକୁ ଆସିଛି। ଅଧିକ ଖବର ପଢନ୍ତୁ...
କୋରୋନା କୋପ, ପାକିସ୍ତାନରେ ଗଡିଲାଣି 183 ମୁଣ୍ଡ
ସୂଚନା ଅନୁସାରେ, ବାହାରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ତାଫତାନ ସୀମା ଦେଇ ପ୍ରବେଶ କରୁଥିବାରୁ ସେମାନଙ୍କୁ କ୍ବାରେନଣ୍ଟାଇନରେ ରଖାଯାଉଛି । ଏପଟେ ଲୋକଙ୍କୁ ସୁରକ୍ଷିତ ରହିବାକୁ ମୁଖ୍ୟମନ୍ତ୍ରୀ ସିନ୍ଧ ଓ ମୂରତାଜ୍ ୱାହାବ ଟ୍ବିଟ କରି ସୂଚନା ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା କୋଭିଡ୍-19ରେ ସମଗ୍ର ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା 1,50,000 ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 7 ହଜାର ପାର କଲାଣି ।