ଓଡିଶା

odisha

ETV Bharat / bharat

ଦେଶରେ 24 ଘଣ୍ଟାରେ 9996 କୋରୋନା ପଜିଟିଭ, 357 ମୃତ୍ୟୁ ରେକର୍ଡ

ଦେଶରେ କୋରୋନା ପଜିଟିଭ ସଂଖ୍ୟା 276583, ମୃତ୍ୟୁ ସଂଖ୍ୟା 7745
ଦେଶରେ କୋରୋନା ପଜିଟିଭ ସଂଖ୍ୟା 276583, ମୃତ୍ୟୁ ସଂଖ୍ୟା 7745

By

Published : Jun 11, 2020, 7:28 AM IST

Updated : Jun 11, 2020, 10:04 AM IST

10:01 June 11

ଦେଶରେ 24 ଘଣ୍ଟାରେ 9996 କୋରୋନା ପଜିଟିଭ, 357 ମୃତ୍ୟୁ ରେକର୍ଡ

ଦେଶରେ 24 ଘଣ୍ଟାରେ 9996 କୋରୋନା ପଜିଟିଭ, 357 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟାରେ ରେକର୍ଡ ସଂଖ୍ୟକ 9ହଜାର 9ଶହ 96 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 86 ହଜାର 5ଶହ 79ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 8102ରେ ପହଞ୍ଚିଛି । ମୋଟ 1ଲକ୍ଷ 41ହଜାର 29 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 37ହଜାର 4ଶହ 48 ରହିଛି । ଏନେଇ ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 46086 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5439, ଦିଲ୍ଲୀରେ 19581, ତାମିଲନାଡୁରେ 17182, ରାଜସ୍ଥାନରେ 2772, ମଧ୍ୟପ୍ରଦେଶରେ 2730, ଉତ୍ତରପ୍ରଦେଶରେ 4418, ଆନ୍ଧ୍ରପ୍ରଦେଶରେ 2292, ତେଲେଙ୍ଗାନା 2138, କର୍ଣ୍ଣାଟକରେ 3110, କେରଳରେ 1238 ଓ ଓଡିଶାରେ 959 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3438 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1347, ମଧ୍ୟପ୍ରଦେଶରେ 427, ଦିଲ୍ଲୀରେ 984, ଆନ୍ଧ୍ରପ୍ରଦେଶରେ 78, ତାମିଲନାଡୁରେ 326, କର୍ଣ୍ଣାଟକରେ 69  ଓ ତେଲେଙ୍ଗାନାରେ 156 ଜଣଙ୍କ ମୃତ୍ୟୁ ହୋଇଛି ।

06:31 June 11

ଦେଶରେ କୋରୋନା ପଜିଟିଭ ସଂଖ୍ୟା 276583, ମୃତ୍ୟୁ ସଂଖ୍ୟା 7745

ଦେଶରେ କୋରୋନା ପଜିଟିଭ ସଂଖ୍ୟା 276583, ମୃତ୍ୟୁ ସଂଖ୍ୟା 7745

ନୂଆଦିଲ୍ଲୀ: ଦେଶରେ କୋରୋନା ପଜିଟିଭ ସଂଖ୍ୟା 2ଲକ୍ଷ 76ହଜାର 5ଶହ 83ରେ ପହଞ୍ଚିଛି । ସେହିପରି ମୋଟ ମୃତ୍ୟୁ ସଂଖ୍ୟା 7745ରେ ପହଞ୍ଚିଛି । ମୋଟ 1ଲକ୍ଷ 35ହଜାର 2ଶହ 6 ଜଣ ଡିସଚାର୍ଜ ହୋଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା 1ଲକ୍ଷ 33ହଜାର 6ଶହ 32 ରହିଛି । ଏନେଇ ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 44860 ସକ୍ରିୟ ମାମଲା ରହିଥିବା ବେଳେ ଗୁଜୁରାଟରେ 5336, ଦିଲ୍ଲୀରେ 18543, ତାମିଲନାଡୁରେ 16282, ରାଜସ୍ଥାନରେ 2662, ମଧ୍ୟପ୍ରଦେଶରେ 2700, ଉତ୍ତରପ୍ରଦେଶରେ 4365, ଆନ୍ଧ୍ରପ୍ରଦେଶରେ 2191, ତେଲେଙ୍ଗାନା 1963, କର୍ଣ୍ଣାଟକରେ 3251, କେରଳରେ 1232 ଓ ଓଡିଶାରେ 998 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 3289 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 1313, ମଧ୍ୟପ୍ରଦେଶରେ 420, ଦିଲ୍ଲୀରେ 905, ଆନ୍ଧ୍ରପ୍ରଦେଶରେ 77, ତାମିଲନାଡୁରେ 307, କର୍ଣ୍ଣାଟକରେ 66  ଓ ତେଲେଙ୍ଗାନାରେ 148 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : Jun 11, 2020, 10:04 AM IST

ABOUT THE AUTHOR

...view details