ଗାନ୍ଧୀନଗର: ସୁରଟର ମାଜୁରା ସ୍ଥିତ ସିଭିଲ ହସ୍ପିଟାଲରେ କେବଳ 72 ଘଣ୍ଟା ମଧ୍ୟରେ କୋରୋନା ଭାଇରସର ଏକ ବିଶେଷ ହସ୍ପିଟାଲ ପ୍ରସ୍ତୁତ କରାଯାଇଛି । ହସ୍ପିଟାଲରେ ରୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ଉପକରଣ ମାନ ରଖାଯାଇଛି । ଏଠାରେ ନବନିର୍ମିତ ଷ୍ଟେଟ ସେଲ ଭବନରେ 250ଟି ବେଡ ରଖାଯାଇଛି ।
72 ଘଣ୍ଟାରେ ପ୍ରସ୍ତୁତ ହେଲା କୋରୋନା ହସ୍ପିଟାଲ - 72 ଘଣ୍ଟାରେ ପ୍ରସ୍ତୁତ ହେଲା କୋରୋନା ହସ୍ପିଟାଲ
ଗୁଜୁରାଟ ସରକାର ରାଜ୍ୟରେ କୋରୋନା ଭାଇରସର ବୃଦ୍ଧି ପାଉଥିବା ମାମଲାକୁ ନଜରରେ ରଖି 72 ଘଣ୍ଟା ଭିତରେ ରୋଗୀଙ୍କ ପାଇଁ ଏକ ମେଡିକାଲ ପ୍ରସ୍ତୁତ କରିଛନ୍ତି । ଅଧିକ ପଢନ୍ତୁ...
72 ଘଣ୍ଟାରେ ପ୍ରସ୍ତୁତ ହେଲା କୋରୋନା ହସ୍ପିଟାଲ
ପୂର୍ବ ଜିଲ୍ଲାପାଳ ଓ ବିଶେଷ ଦାୟିତ୍ବରେ ଥିବା ଅଧିକାରୀ ମହେନ୍ଦ୍ର ପଟେଲ କୋରୋନା ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଟାସ୍କ ଫୋର୍ସର ପ୍ରମୁଖ ନିଯୁକ୍ତି କରାଯାଇଛି । ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ କୁମାର କାନାନୀ ଗୁରୁବାର ନବନିର୍ମିତ କୋରୋନା ହସ୍ପିଟାଲ ପରିଭ୍ରମଣ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ