ଓଡିଶା

odisha

ETV Bharat / bharat

ଲକଡାଉନ: ଯୁବକଙ୍କୁ ମାଡ ମାରି ନିଲମ୍ବିତ ପୋଲିସ କର୍ମଚାରୀ - ଲକଡାଉନ

ଯୁବକଙ୍କୁ ମାଡ ମାରି ଗୁରୁତର ଆହତ କରିବା ପରେ ଚାକିରିରୁ ନିଲମ୍ବିତ ହେଲେ ପୋଲିସ କର୍ମଚାରୀ । କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହାଇଦ୍ରାବାଦ ପୋଲିସ କମିଶନର ।

ଲକଡାଉନ: ଯୁବକଙ୍କୁ ମାଡ ମାରି ନିଲମ୍ବିତ ପୋଲିସ କର୍ମଚାରୀ
ଲକଡାଉନ: ଯୁବକଙ୍କୁ ମାଡ ମାରି ନିଲମ୍ବିତ ପୋଲିସ କର୍ମଚାରୀ

By

Published : Apr 29, 2020, 2:58 PM IST

ହାଇଦ୍ରାବାଦ: ଲକଡାଉନ ନିୟମ ଉଲ୍ଳଙ୍ଘନ କରିଥିବା ଯୁବକକୁ ମାଡ ମାରି ପୋଲିସ କର୍ମଚାରୀ ନିଲମ୍ବିତ । ଚାକିରିରୁ ନିଲମ୍ବିତ କଲେ ହାଇଦ୍ରାବାଦ ପୋଲିସ କମିଶନ ଅଞ୍ଜନୀ କୁମାର ।

ହାଇଦ୍ରାବାଦର ଜଣେ 28 ବର୍ଷୀୟ ଯୁବକ ଗତକାଲି କିଛି ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ବାଣ୍ଟି ଘରକୁ ଫେରୁଥିଲେ । ଟୋଲିଛକି ନିକଟରେ ଗୋଲକୋଣ୍ଡା ପୋଲିସ ଅଟକାଇଥିଲା । ତେବେ ଯୁବକ ଜଣଙ୍କ କିଛି କହିବା ପୂର୍ବରୁ ଲକଡାଉନ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଯୁବକଙ୍କୁ ନିର୍ଦ୍ଧୁମ ମାଡ ମାରିଥିଲେ ପୋଲିସ କନେଷ୍ଟବଳ ଏଚଜି ହନୁମନ୍ଥୁ । ଏଥିରେ ଯୁବକ ଜଣକ ଗୁରୁତର ଆହତ ହୋଇଥିଲେ । ସେପଟେ, ଜଣେ କନେଷ୍ଟବଳଙ୍କ ଏଭଳି ଆଚରଣ ପାଇଁ ସିଟି ପୋଲିସ ଟ୍ବିଟ କରିବା ପରେ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯଇଛି।

ABOUT THE AUTHOR

...view details