ନୂଆଦିଲ୍ଲୀ: ମଙ୍ଗଳବାର କଂଗ୍ରେସ ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି । ଗୋଟିଏ ପଟେ ମହାରାଷ୍ଟ୍ରରେ କଂଗ୍ରେସ-ଏନସିପି ମେଣ୍ଟର 4 ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି । ଅନ୍ୟ ପଟେ ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଇସ୍ତଫା ଦେଇଛନ୍ତି।
କଂଗ୍ରେସ ଛାଡିଲେ ସଞ୍ଜୟ ସିଂ, ରାଜ୍ୟସଭାରୁ ଦେଲେ ଇସ୍ତଫା - ସଞ୍ଜୟ ସିଂ
ମଙ୍ଗଳବାର କଂଗ୍ରେସ ବରିଷ୍ଠ ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂ ଇସ୍ତଫା ଦେଇଛନ୍ତି।

ଫାଇଲ ଫଟୋ
କଂଗ୍ରେସ ସଞ୍ଜୟଙ୍କୁ ଆସାମରୁ ରାଜ୍ୟସଭାକୁ ପଠାଇଥିଲା । ଏହାସହ ସେ ଗାନ୍ଧୀ ପରିବାରର ଅତି ନିକଟତମ ନେତା ଥିଲେ। ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ।
ଏହାପୂର୍ବରୁ ସଞ୍ଜୟ 1988ରେ କଂଗ୍ରେସ ସହ ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଥିଲେ । ଏହାସହ ପୁନଶ୍ଚ 2003ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ