ଥିରୁବନନ୍ତପୁରମ: କେରଳର ଥିରୁବନନ୍ତପୁରମ ମନ୍ଦିରକୁ ଦର୍ଶନ କରିବାକୁ ଯାଇ ଗୁରୁତର ହେଲେ କଂଗ୍ରେସ ନେତା ଶଶି ଥରୁର। ମନ୍ଦିରକୁ ଯାଇ ପ୍ରାର୍ଥନା କରୁଥିବା ବେଳେ ହଠାତ ଶଶି ଥରୁର ପଡିଯାଇ ଗମ୍ଭୀର ଗୁରୁତର ହୋଇଛନ୍ତି ।
ମନ୍ଦିରରେ ପ୍ରାର୍ଥନା କରିବା ବେଳେ ପଡିଗଲେ ଶଶି ଥରୁର - Thiruvananthapuram
ଥିରୁଅନନ୍ତପୁରମ ମନ୍ଦିରକୁ ଦର୍ଶନ କରିବାକୁ ଯାଇ ପଡିଗଲେ କଂଗ୍ରେସ ନେତା ଶଶି ଥରୁର। ଏହି ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗମ୍ଭୀର ଆଘାତ ଲାଗିଛି । ଫଳରେ ତାଙ୍କ ମୁଣ୍ଡରେ 6ଟି ଷ୍ଟିଚ ପଡିଛି ।
![ମନ୍ଦିରରେ ପ୍ରାର୍ଥନା କରିବା ବେଳେ ପଡିଗଲେ ଶଶି ଥରୁର](https://etvbharatimages.akamaized.net/etvbharat/images/768-512-3004694-thumbnail-3x2-sasitharurjpg.jpg)
ଫଟୋ ସୌଜନ୍ୟ: ଏଏନଆଇ
ଶଶିଥରୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଥରୁଙ୍କ ମୁଣ୍ଡରେ 6ଟି ଷ୍ଟିଚ ପଡିଛି । ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ସେ ବିପଦ ମୁକ୍ତ ଥିବା ଡାକ୍ତର ସୂଚନା ଦେଇଛନ୍ତି ।