ଗାନ୍ଧୀନଗର: ହୋମ କ୍ବାରେଣ୍ଟିନରେ ରହିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି । କୋରୋନା ପଜିଟିଭି କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲାଙ୍କ ସଂପର୍କରେ ଆସିବା ପରେ ଆଗୁଆ ପଦକ୍ଷେପ ନେଇଛନ୍ତି ରୂପାଣି ।
ହୋମ କ୍ବାରେଣ୍ଟିନରେ ରହିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି - Congress MLA tests Covid-19 positive
କଂଗ୍ରେସ ବିଧାୟକ ଇମ୍ରାନ ଖେଡାୱାଲା କୋରୋନା ପଜିଟିଭି । ହୋମ କ୍ବାରେଣ୍ଟିନରେ ରହିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି । ଅଧିକ ପଢନ୍ତୁ...

ହୋମ କ୍ବାରେଣ୍ଟିନରେ ରହିବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି
ମଙ୍ଗଳବାର ପୂର୍ବାହ୍ନରେ ସିଏମଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ବିଧାୟକ ଇମ୍ରାନ ଖେଡାୱାଲା, ଅନ୍ୟ କେତେକ କଂଗ୍ରେସ ବିଧାୟକଙ୍କ ସହିତ ଏକ ବୈଠକ କରିଥିଲେ । ଯେଉଁଥିରେ ଡେପୁଟି ସିଏମ ନିତିନ ପଟେଲ ମଧ୍ୟ ଉପସ୍ଥିତି ଥିଲେ । ଗତକାଲି ଖେଡୱାଲାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି ।
ଆଜି ମୁଖ୍ୟମନ୍ତ୍ରୀଙ୍କ କୋରୋନା ଟେଷ୍ଟ କରାଯାଇଥିଲା । ରିପୋର୍ଟ ନେଗେଟିଭ ରହିବା ସହ ସେ ସୁସ୍ଥ ରହିଛି । ବର୍ତ୍ତମାନ ଠାରୁ ସେ ଘରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ କାମ କରିବେ ବୋଲି ଜଣାପଡିଛି ।