ନୂଆଦିଲ୍ଲୀ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷାଙ୍କ ବାସଭବନରେ ପହଞ୍ଚିଛନ୍ତି ଦଳର ବରିଷ୍ଠ ନେତା । ଲୋକସଭାରେ ଦଳର ସଂସଦୀୟ ନେତା ଅଧିର ରଞ୍ଜନ ଚୌଧୁରୀ, ଗୁଲାମ ନବୀ ଆଜାଦ, କେସି ବେଣୁଗୋପାଳ ଏବଂ ଅନ୍ୟ ବରିଷ୍ଠ ନେତା ମଧ୍ୟ 10 ଜନପଥସ୍ଥିତ ବାସଭବନରେ ପହଞ୍ଚିଛନ୍ତି।
ସୋନିଆଙ୍କ ଘରେ ବରିଷ୍ଠ ନେତାଙ୍କ ବୈଠକ - ସୋନିଆଙ୍କ ଘରେ ବରିଷ୍ଠ ନେତା
ସଂସଦରେ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବାସଭବନରେ ପହଞ୍ଚିଛନ୍ତି ଦଳର ବରିଷ୍ଠ ନେତା। କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ସଂସଦରେ ଘେରିବା ପାଇଁ ଏହି ବୈଠକ ବସୁଥିବା ନେଇ ସୂଚନା ମିଳିଛି।

ଡ଼ିଜାଇନ୍ ଫଟୋ
ଏ ପଟେ ସଂସଦରେ ଆରମ୍ଭ ହୋଇଛି ଶୀତକାଳୀନ ଅଧିବେଶନ । କେଉଁ ପ୍ରସଙ୍ଗ ଉପରେ ଦଳ କେନ୍ଦ୍ର ସରକାରଙ୍କୁ ଘେରିବ ସେ ନେଇ ବୈଠକରେ ସ୍ଥିର ହୋଇପାରେ । ବୈଠକରେ ସୋନିଆ ଗାନ୍ଧୀ ଉପସ୍ଥିତ ଅଛନ୍ତି ।